Browsing Category

ଦୁର୍ଘଟଣା

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୯ଜଣ ପ୍ରବାସୀ ଶ୍ରମିକଙ୍କ ଜୀବନ

ପାଟନା,୧୯/୫: ବିହାରର ଭାଗଲପୁରରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶ୍ରମିକମାନଙ୍କ ନେଇଯାଉଥିବା ଏକ ବସ ଓ ଏକ ଟ୍ରକ୍ ମଧ୍ୟରେ ନାଉଗାଚିଆରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୯ ଜଣ…
Read More...

ସଡକ ଦୁର୍ଘଟଣାରେ ୮ ଶ୍ରମିକ ମୃତ, ୫୫ ଆହତ

ନୂଆଦିଲ୍ଲୀ,୧୪/୫ : ମଧ୍ୟପ୍ରଦେଶ ଗୁନା ନିକଟସ୍ଥ ସ୍ଥାନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୮ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୫୫ ଜଣ ଆହତ ହୋଇଛନ୍ତି। କଣ୍ଟେନର ସହିତ…
Read More...

ବିଶାଖାପାଟଣା ଗ୍ୟାସ୍ ଲିକ୍ ସମସ୍ତଙ୍କ ନିରାପତ୍ତା ଓ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,୭/୫: ବିଶାଖାପାଟଣାରେ ସମସ୍ତଙ୍କ ନିରାପତ୍ତା ଓ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି ବୋଲି ଆନ୍ଧ୍ର ଗ୍ୟାସ୍ ଲିକ୍ ଘଟଣା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି,…
Read More...

ବିଶାଖାପାଟଣା ଏଲ.ଜି. ପଲିମର୍ସ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ୍, ୮ଜଣ ମୃତ,୨୦୦୦ ରୁ ଅଧିକ ଅସୁସ୍ଥ

ବିଶାଖପାଟଣା,୭/୫: ଆନ୍ଧ୍ରପ୍ରଦେଶ ବିଶାଖାପଟନମ୍‌ ସ୍ଥିତ ଏଲ.ଜି. ପଲିମର୍ସ ପ୍ଲାଣ୍ଟରେ ଦୁର୍ଘଟଣା। ବିଷାକ୍ତ ଗ୍ୟାସ୍‌ ଲିକ୍‌ ଘଟଣାରେ ୮ଜଣଙ୍କ ମୃତ୍ୟୁ ଘଟିଛି । ବିଷାକ୍ତ ଗ୍ୟାସ ପ୍ରଭାବରେ ୨୦୦୦ରୁ ଅଧିକ ଲୋକ ଅସୁସ୍ଥ…
Read More...

ବାପା-ମା’ ଆଖି ଆଗରେ ବସ ଚକା ତଳେ ଚାଲିଗଲା ୫ ବର୍ଷିଅ ଶିଶୁର ଜୀବନ

ବ୍ରହ୍ମପୁର,୨୩/୧୧: ବାପା-ମା’ ଆଖି ଆଗରେ ବସ ଚକା ତଳେ ୫ ବର୍ଷିଅ ଶିଶୁର ଜୀବନ ଚାଲିଯିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତେଜିତ ଲୋକେ ଶିଶୁର ମୃତଦେହ ରଖି ରାସ୍ତାରୋକ କରିଛନ୍ତି। ଗଞ୍ଜାମ…
Read More...

ଫାଟିଗଲା ମୋବାଇଲ ବ୍ୟାଟେରୀ, ଦୁଇ ଭାଇ ଗୁରୁତର

ଖଲ୍ଲିକୋଟ,୨୦/୧୧ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ନାଇକାଣୀ ଗାଁରେ ମୋବାଇଲ ବ୍ୟାଟେରୀ ଫାଟିବାରୁ ଦୁଇ ଭାଇ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଦୁଇ ଭାଇଙ୍କୁ ଖଲ୍ଲିକୋଟରୁ ବ୍ରହ୍ମପୁର ମେଡ଼ିକାଲକୁ…
Read More...

ସଡ଼କ ଦୁର୍ଘଟଣାରେ ଭାରତ ବିଶ୍ୱରେ ନଂ୧

ନୂଆଦିଲ୍ଲୀ,୧୯/୧୧ : ସଡ଼କ ଦୁର୍ଘଟଣା ଯୋଗୁଁ ଗତ ବର୍ଷ ଭାରତରେ ପ୍ରାୟ ଦେଢ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ସର୍ବାଧିକ ମୃତ୍ୟୁ ଦ୍ରୁତ ଗାଡିଚାଳନା ଯୋଗୁଁ ହୋଇଛି ବୋଲି ଏକ ସରକାରୀ ରିପୋର୍ଟରୁ ଜଣାପଡିଛି । କେନ୍ଦ୍ର…
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଆ ଓ ପୁଅ ମୃତ

ଗଞ୍ଜାମ,୧୯/୯: ଗଞ୍ଜାମ ଜିଲ୍ଲା ବାକୁଟୁ ଗାଁରେ ଏକ ଅଘଟଣ ଘଟିଛି । ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ମାଆ ଓ ପୁଅଙ୍କ ମୃତ୍ୟୁ ଘଟିଛି । ମୃତକ ଜଣେ ଦିନ ମଜୁରିଆ ଥିବାରୁ ତାଙ୍କ ପରିବାରକୁ କ୍ଷତିପୂରଣ ଦାବୀ କରି…
Read More...

ରେଭେନ୍ସା କଲେଜ ଛାତ୍ରୀ ଦୁର୍ଘଟଣା ମାମଲା: କର୍ତବ୍ୟରେ ଅବହେଳା ପାଇଁ ୨ ପୋଲିସ କର୍ମଚାରୀ ସସପେଣ୍ଡ

କଟକ,୬/୯: କଟକ ରେଭେନ୍ସା କଲେଜ ଛାତ୍ରୀ ଦୁର୍ଘଟଣା ମାମଲାରେ ପୋଲିସ ବଡ କାର୍ଯ୍ୟାନୁଷ୍ଠାନ ନେଇଛି । କର୍ତବ୍ୟରେ ଅବହେଲା ପ୍ରଦର୍ଶନ କରିଥିବା କାରଣରୁ ୨ଜଣ ପୋଲିସ କର୍ମୀଙ୍କୁ ସସପେଣ୍ଡ କରାଯାଇଛି । ସୂଚନାନୁସାରେ,…
Read More...

ମାଲେସିଆ ମାଲବାହୀ ଜାହାଜରୁ ତେଲ କଢ଼ାଯିବ : ପରିବହନ ମନ୍ତ୍ରୀ

ଭୁବନେଶ୍ୱର,୨୭।୮: ଚିଲିକା ନିକଟରେ ଲାଗିଥିବା ମାଲେସିଆ ମାଲବାହୀ ଜାହାଜରୁ ତେଲ କଢାଯିବ। ସୋମବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି…
Read More...