କରୋନାରୁ ଆରୋଗ୍ୟ ଲାଭ କରି ଘରକୁ ଫେରିଲେ ବିଗ୍‍-ବି ଅମିତାଭ ବଚ୍ଚନ

ମୁମ୍ବାଇ, ୨/୮ : କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କଲେ ବିଗ୍‍-ବି ଅମିତାଭ ବଚ୍ଚନ। କରୋନା ସଂକ୍ରମିତ ହେବା ପରେ ସେ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଆଜି ତାଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିବା ପରେ, ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି । ଡିସଚାର୍ଜ ନେଇ ଅମିତାଭ ବଚ୍ଚନ ନିଜେ ଟ୍ୱିଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି ।

Comments are closed.