Browsing Category

ମନୋରଞ୍ଜନ

ଦୀପିକା ପାଦୁକନ ଭାରତର ନମ୍ବର ୱାନ ବ୍ରାଣ୍ଡ ମହିଳା ସେଲିବ୍ରିଟି

ମୁମ୍ବାଇ,୧୬/୫: ଭାରତରେ ସବୁଠାରୁ ବଡ଼ ସେଲିବ୍ରିଟି କଥା ପଚାରିଲେ ସମସ୍ତଙ୍କ ମନରେ ଶାହାରୁଖ, ସଲମାନ ଖାନ ,ଅମିର ଖାନ ଆସୁଥିବେ । କିନ୍ତୁ ଏମାନଙ୍କ ବ୍ରାଣ୍ଡ ସେଲିବ୍ରିଟି ମଧ୍ୟରେ କିଏ ନୁହେଁ ନମ୍ବର ୱାନରେ ରହିଛନ୍ତି…
Read More...

ବିବାହ ପାଇଁ ଭାଇଙ୍କୁ ସୁପାରିଶ୍‌

ବଲିଉଡ୍‌ର ରହସ୍ୟମୟୀ ଯୋଡ଼ି ସଲମାନ୍‌ ଓ କ୍ୟାଟ୍ରିନା । ଯାହାଙ୍କ ଭିତରେ କିପ୍ରକାର ସମ୍ପର୍କ ଅଛି ତାକୁ ନେଇ ସଭଁଙ୍କ ମନରେ ଅନେକ ଦ୍ୱନ୍ଦ । କେବେ ଖବର ଆସେ ଦୁହିଁଙ୍କ ଭିତରେ ଗୁପ୍‌ଚୁପ୍‌ ପ୍ରେମ ଚାଲିଛି ତ ଆଉ…
Read More...

ଥ୍ରିଲ୍‌ ଆଣିବ ଆଭେଞ୍ଜର୍ସ ଏଣ୍ଡ୍‌ ଗେମ୍‌

ମାର୍ବଲ୍‌ର ବହୁ ପ୍ରତିକ୍ଷିତ ଫିଲ୍ମ ‘ଆଭେଞ୍ଜର୍ସ- ଏଣ୍ଡ ଗେମ୍‌’ ଭାରତୀୟ ସିନମାଘରମାନଙ୍କରେ ରିଲିଜ୍‌ ହୋଇ ଯାଇଛି । ଦର୍ଶକମାନଙ୍କ ଭିତରେ ଫିáୁ ନେଇ ଅନେକ ଉତ୍ସାହ ଦେଖିବାକୁ ମିଳିଛି । ରିଲିଜ୍‌ ପୂର୍ବରୁ ଫିଲ୍ମକୁ…
Read More...

ଆଉ ଏକ ହିଟ୍‌ ପାଇଁ ତୟାର ହେଉଛନ୍ତି ରଣବୀର

ବଳିଉଡ୍‌ର ଅଜବ୍‌ ଗଜବ୍‌ ଷ୍ଟାଇଲ୍‌କୁ ଆପଣାଉଥିବା ରଣବୀର ଏବେ ଆଉ ଏକ ହିଟ୍‌ ଫିଲ୍ମ ଦେବାକୁ ହେଉଛନ୍ତି ସଜବାଜ । ଭାରତୀୟ କ୍ରିକେଟ ଟିମ୍‌ର ସଫଳତାକୁ ନେଇ ନିର୍ମାଣ ହେବାକୁଯାଉଛି ଫିଲ୍ମ ‘୮୩’। ଫିଲ୍ମରେ ରଣବୀର ସିଂହ…
Read More...

ଜନକ ହେବେ ଅର୍ଜୁନ

ବିବାହ ବିଚ୍ଛେଦକୁ ବର୍ଷେ ନ ପୂରୁଣୁ ବଲିଉଡ୍‌ ଆକଫର ଅର୍ଜୁନ ରାମପାଲ ହେବାକୁ ଯାଉଛନ୍ତି ବାପା । ଅର୍ଜୁନଙ୍କ ଗର୍ଲଫ୍ରେଣ୍ଡ ଗେବ୍ରିଏଲା ଏବେ ଗର୍ଭବତୀ । ଯାହାର ଫଟୋ ନିଜେ ମା’ ବନିବାକୁ ଯାଉଥିବା ଗେବ୍ରିଏଲା ନିଜ…
Read More...

ବିଉଟି ପ୍ରଡକଫକୁ ନା କହିଲେ ପଲ୍ଲବୀ

ତାମିଲ୍‌ ସୁନ୍ଦରୀ ସାଇ ପଲ୍ଲବୀ, ଦିନକୁ ଦିନ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସାଇଙ୍କ କ୍ରେଜ୍‌ ଧୀରେ ଧୀରେ ବଢ଼ିବାକୁ ଲାଗୁଛି । ତେବେ ସବୁ ସଫଳ ଅଭିନେତ୍ରୀ ନିଜ ଇମେଜ୍‌କୁ ଅକ୍ଷୁନ୍ନ ରଖିବା ପାଇଁ ଅନେକ ଆଡ୍‌ କରନ୍ତି…
Read More...

ଭାଗ୍ୟଶାଳୀ କ୍ରିତୀ

କ୍ରିତୀ ସନୋନ୍‌ ଏବେ ବଲିଉଡ୍‌ର ଜଣେ ବେଶ୍‌ ଜଣାଶୁଣା ନାୟିକାଭାବେ ଇଣ୍ଡଷ୍ଟ୍ରୀରେ ଉଭା ହାଇଛନ୍ତି । ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଲୁକା ଛୁପି’ କ୍ରିତୀଙ୍କୁ ଦେଇଛି ଅପାର ସଫଳତା । ଫିଲ୍ମଟି ଏବେ ୧୦୦କୋଟି…
Read More...

ନାଇସ୍‌ ଯୋଡ଼ି

ବି. ଟାଉନ୍‌ର ଚର୍ଚ୍ଚିତ ଯୋଡ଼ି ଟାଇଗର ଶ୍ରଫ ଓ ଦିଶା ପଟାନୀ ନିଜ ସିରିଏସ୍‌ ରିଲେସନ୍‌ସିପ୍‌କୁ ନେଇ ସବୁବେଳେ ଲାଇମ୍‌ ଲାଇଟ୍‌ରେ ରହି ଆସିଛନ୍ତି । କିଛିଦିନ ତଳେ ଦୁହିଁଙ୍କ ସମ୍ପର୍କ ଭାଙ୍ଗିଯିବାର ଗୁଜମ ମଧ୍ୟ ମୁଣ୍ଡ…
Read More...

ଗ୍ଲାମରସ୍‌ ଅନନ୍ୟା

କରଣ ଜୋରହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ୍‌ ଅଫ୍‌ ଦ ଇୟର୍‌ ୨’ରେ ଡେବୁ୍ୟ କରିବାକୁ ଯାଉଛନ୍ତି ବଲିଉଡ୍‌ କମେଡ଼ିଆନ୍‌ ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ । ଫିଲ୍ମଟିର ଟି୍ରଜର ରିଲିଜ୍‌ ହେବା ପରେ ଏବେ ଫିଲ୍ମର ଏକ ଗୀତ…
Read More...

ସ୍ୱାଧୀନ ପୂର୍ବର କାହାଣୀ କଲଙ୍କ

ଭାରତ ସ୍ୱାଧିନ ହେବା ପୂର୍ବର କାହାଣୀ ଉପରେ ଆଧାରିତ ‘କଲଙ୍କ’ । ଗୋଟିଏ ସଂଯୁକ୍ତ ରାଜ ପରିବାରକୁ ନେଇ ନିର୍ମାଣ କରାଯାଇଛି ଏହି ଫିଲ୍ମ । ଫିଲ୍ମର ଅନ୍ୟ ଚରିତ୍ର ରୂପ ଓ ଜାଫରର ପ୍ରେମ କାହାଣୀକୁ ସିନେମାରେ ଦର୍ଷେଇଛନ୍ତି…
Read More...