ଭାରତୀୟ ବଂଶୋଦଭବ କମଲା ହ୍ୟାରିସ୍ ଆମେରିକା ଉପରାଷ୍ଟ୍ରପତି ପ୍ରାର୍ଥୀ

ଚିକାଗୋ,୧୨ /୮: ଆମେରିକା ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ଭାରତୀୟ ବଂଶୋଦଭବ ଆମେରିକୀୟ ମହିଳା କମଲା ହ୍ୟାରିସ୍‌ଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପସନ୍ଦ କରନ୍ତି ବୋଲି ଘୋଷଣା କରିଛନ୍ତି। ବିଡେନଙ୍କ ଏହି ଘୋଷଣା ଏବେ ଆମେରିକା ସୋସିଆଲ ମିଡିଆରେ ଭାଇରାଲ ହେଲାପରେ ସାରା ଦେଶରେ ଖୁସିର ଲହରି ଖେଳିଯାଇଛି।

Comments are closed.