Browsing Category

ଓଡିଶା

ରାଜ୍ୟର ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି ଓ ଅରୁଣ ବୋଥ୍ରାଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର, ୩୧/୫: ରାଜ୍ୟ ସରକାର ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି ଓ ଅରୁଣ ବୋଥ୍ରାଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଥିବା ବେଳେ ଅନ୍ୟ ଦୁଇଜଣ ଆଇପିଏସ ଅଫିସରଙ୍କୁ ବଦଳି କରିଛନ୍ତି । ଗୁଇନ୍ଦା…
Read More...

ନବୀନ ନିବାସରେ ‘ବନ୍ଦେ ଉତ୍କଳ ଜନନୀ’ ଗାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦/୫ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ସମଗ୍ର ବିଶ୍ୱର ବିଭିନ୍ନ ସ୍ଥାନରେ ରହିଥିବା ଓଡ଼ିଆ ଭାଇଭଉଣୀମାନେ କୋଭିଡ୍‌ ଯୋଦ୍ଧାମାନଙ୍କ ନିଷ୍ଠା, ତ୍ୟାଗ ଓ ସେବାକୁ ସମ୍ମାନ ଜଣାଇ…
Read More...

‘ବନ୍ଦେ ଉତ୍କଳ ଜନନୀ’ ଗାଇଲେ ଭିଏସ୍‍ଏସ୍‍ ନଗର ଅଞ୍ଚଳବାସୀ , ସମ୍ବର୍ଦ୍ଧିତ କଲେ କରୋନା ଯୋଦ୍ଧାଙ୍କୁ

ଭୁବନେଶ୍ୱର,୩୦/୫ : ସମଗ୍ର ବିଶ୍ୱ କରୋନା ମହାମାରୀରେ ଆକ୍ରାନ୍ତ, ଏହି କରୋନା ରୂପି ରାକ୍ଷସ କବଳରେ ଆମଦେଶ ଓ ଉତ୍କଳ ଜନୀ ମଧ୍ୟ ଆକ୍ରାନ୍ତ। ଏହି କରୋନା ରାକ୍ଷସ ନିରୀହ ଜନତାଙ୍କୁ ଗ୍ରାସ କରିଛି। ତେବେ କରୋନା…
Read More...

ଓଡ଼ିଆ ଜାତି ଆଜି ଏକଜୁଟ ହୋଇ ‘କରୋନା ଯୋଦ୍ଧା’ ଙ୍କୁ ସାହସ ଯୋଗାଇ ଥିବାରୁ ସମସ୍ତଙ୍କ ପାଖରେ ମୁଁ ଋଣୀ :…

ଭୁବନେଶ୍ୱର,୩୦/୫ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ କ୍ରମେ ଆଜି ସନ୍ଧ୍ୟା ୫.୩୦ରେ ସମଗ୍ର ଓଡ଼ିଶାବାସୀ ତଥା ବିଶ୍ୱର କୋଣ ଅନୁକୋଣରେ ରହୁଥିବା ଓଡ଼ିଆ ଭାଇଭଉଣୀମାନେ ଏକାସାଙ୍ଗରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ…
Read More...

ପୁରୀକୁ ଟ୍ରେନ୍‌ ଚଳାଚଳ ବନ୍ଦ , ରେଳବାଇ ନେଲା ନିଷ୍ପତ୍ତି

ଭୁବନେଶ୍ୱର,୩୦/୫: ରାଜ୍ୟ ସରକାରଙ୍କ ପରାମର୍ଶ ଅନୁସାରେ ପୁରୀକୁ ଟ୍ରେନ୍‌ ଚଳାଚଳ ବନ୍ଦ କରିବାକୁ ପୂର୍ବତଟ ରେଳବାଇ ନିଷ୍ପତ୍ତି ନେଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପୁରୀକୁ ଟ୍ରେନ୍‌ ଚଳାଚଳ ବନ୍ଦ ରହିବ। ପୁରୀକୁ…
Read More...

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି : ବିନା ଭକ୍ତ ଓ ସୀମିତ ସେବକଙ୍କୁ ନେଇ ସ୍ନାନଯାତ୍ରା

ଭୁବନେଶ୍ବର,୩୦/୫ : ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯଇଛି। ବୈଠକର ନିଷ୍ପତ୍ତି ପରେ କମିଟି ଅଧ୍ୟକ୍ଷ ଗଜପତି ମହାରାଜ ଗଣମାଧ୍ୟମଙ୍କୁ ସୂଚନ…
Read More...

କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ କରାଯାଇପାରିବ ନାହିଁ : ଓଡିଶା ହାଇକୋର୍ଟ

କଟକ,୩୦/୫ : କରୋନା ସଂକ୍ରମିତଙ୍କ ବାବଦରେ ଓଡିଶା ହାଇକୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି । ହାଇକୋର୍ଟଙ୍କ ରାୟ ଅନୁସାରେ କୌଣସି ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ କରାଯାଇପାରିବ ନାହିଁ । କାରଣ ଆକ୍ରାନ୍ତଙ୍କ…
Read More...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ କ୍ଵାରେଣ୍ଟାଇନ ସାରିଥିବା ଲୋକଙ୍କୁ ଦିଆଯିବ ୨ହଜାର ଟଙ୍କା

ଭୁବନେଶ୍ୱର,୩୦/୫ : ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ନିଯମ ଅନୁସାରେ କ୍ଵାରେଣ୍ଟାଇନ ସମୟ ଶେଷ କରିଥିବା ଲୋକଙ୍କୁ ପ୍ରଦାନ ପାଇଁ ୬୨ କୋଟି ଟଙ୍କା ମଞ୍ଜୁର କରିବା ନେଇ ଚିଠି ଲେଖିଛନ୍ତି ଏସଆରସି । ମୁଖ୍ୟମନ୍ତ୍ରୀଙ୍କ…
Read More...

ଚିକାଗୋରୁ ବିମାନ ଯୋଗେ ଭୁବନେଶ୍ୱର ଆସିଲେ ୧୩୭ ଯାତ୍ରୀ

ନୂଆଦିଲ୍ଲୀ,: ୩୦/୫: ଏୟାର ଇଣ୍ଡିଆର ବିମାନ ଆଜି ସକାଳୁ ଆମେରିକାର ଚିକାଗୋରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛି । ଏଥିରେ ୧୩୭ ଜଣ ଯାତ୍ରୀ ଆସଛନ୍ତି । ଏହି ବିମାନ ଚିକାଗୋରୁ ଭାୟା…
Read More...

ରାଜ୍ୟରେ ଆଜି ୯୬ କରୋନା ସଂକ୍ରମିତ ଚିହ୍ନଟ, ୧୮୧୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର ,୩୦/୫: ରାଜ୍ୟରେ ଦିନକୁ ଦିନ ବଢି ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଶନିବାର ରାଜ୍ୟରେ ଆଉ ୯୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା…
Read More...