Browsing Category

ରାଜନୀତି

ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି, ଭୁବନେଶ୍ୱର ଓ କଳାହାଣ୍ଡିକୁ ନେଇ ଅଡ଼ୁଆ

ଭୁବନେଶ୍ୱର,୨୦/୧୨: ଦୁଇଦିନ ଧରି ବିଭିନ୍ନସ୍ତରରେ ବିଚାରବିମର୍ଶ ପରେ ରାଜ୍ୟ ବିଜେପି ପକ୍ଷରୁ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରାଯାଇଛି। ଦଳର ୩୬ଟି ସାଂଗଠନିକ ଜିଲ୍ଲା ମଧ୍ୟରୁ କେବଳ ୩୪ଟି ସାଂଗଠନିକ ଜିଲ୍ଲାର…
Read More...

ବିଜେଡିରେ ବିଧିବଦ୍ଧ ଭାବେ ମିଶିଲା ‘ଆମ ଓଡ଼ିଶା’ ପାର୍ଟି

ଭୁବନେଶ୍ବର,୨୦/୧୨ : ବିଜେଡିରେ ବିଧିବଦ୍ଧ ଭାବେ ବିଲୀନ ହୋଇଛି ଆମ ଓଡ଼ିଶା ପାର୍ଟି। ଏ ନେଇ ଭାରତର ନିର୍ବାଚନ କମିସନ୍‌ଙ୍କ ପକ୍ଷରୁ ଜଣାଇ ଦିଆଯାଇଛି। ବିଜେଡିରେ ବିଲୀନ ହେବା ପାଇଁ ଆମ ଓଡ଼ିଶା ପାର୍ଟି ଅଧ୍ୟକ୍ଷ ସୌମ୍ୟ…
Read More...

ମହାରାଷ୍ଟ୍ରରେ ମନ୍ତ୍ରଣାଳୟ ବଣ୍ଟନ: ଶିବସେନାକୁ ଗୃହ ମନ୍ତ୍ରଣାଳୟ, ଏନସିପିକୁ ଅର୍ଥ ଓ କଂଗ୍ରେସକୁ ମିଳିଲା ରାଜସ୍ଵ

ମୁମ୍ବାଇ,୧୨/୧୨: ମହାରାଷ୍ଟ୍ରରେ ଶିବସେନା, ଏନସିପି ଓ କଂଗ୍ରେସର ମେଣ୍ଟ ସରକାରରେ ଶେଷରେ ମନ୍ତ୍ରଣାଳୟର ବଣ୍ଟନ ହୋଇଛି। ଏଥିରେ ଶିବସେନା ହାତରେ ମହତ୍ଵପୂର୍ଣ୍ଣ ମନ୍ତ୍ରଣାଳୟ ରହିଛି। ଉଦ୍ଧବ ଠାକରେଙ୍କ ପାର୍ଟିକୁ ଗୃହ…
Read More...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ତୃତୀୟ ପର୍ଯ୍ୟାୟରେ ୧୭ଟି ଆସନ ପାଇଁ ମତଦାନ ଜାରି

ରାଞ୍ଚି,୧୨/୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟର ମତଦାନ ଗୁରୁବାର ପୂର୍ବାହ୍ନ ୭ଟାରେ ଆରମ୍ଭ ହୋଇଯାଇଛି । ମତଦାନ ସନ୍ଧ୍ୟା ଯାଏଁ ଜାରି ରହିବ । ରାଜ୍ୟର ୧୭ଟି ଆସନରେ ୩୦୯ଜଣ ପ୍ରାର୍ଥୀ ଲଢ଼େଇ…
Read More...

ବହୁମତ ପରୀକ୍ଷାରେ ଉଦ୍ଧବଙ୍କ ବଡ଼ ବିଜୟ, ହେଲେ ମିଳିଲାନି ଭାଇଙ୍କ ସମର୍ଥନ

ମୁମ୍ବାଇ,୩୦/୧୧: ଫ୍ଲୋର ଟେଷ୍ଟରେ ପାସ୍ ହେଲେ ଉଦ୍ଧବ ଠାକରେ । ବହୁମତ ପରୀକ୍ଷାରେ ବଡ ବିଜୟ ହାସଲ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଉଦ୍ଧବଙ୍କ ସପକ୍ଷରେ ୧୬୯ ଭୋଟ ପଡିଥିବା ବେଳେ ବିପକ୍ଷରେ ଆଦୌ ଭୋଟ…
Read More...

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଦେଲେ ଶକ୍ତି ପରୀକ୍ଷା : ୧୬୯ ବିଧାୟକଙ୍କ ସମର୍ଥନ

ମୁମ୍ବାଇ,୩୦/୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ରେ ଶନିବାର ବିଧାନ ଭବନରେ ଶକ୍ତି ପରୀକ୍ଷା ଦେଇଛନ୍ତି। ଶକ୍ତି ପରୀକ୍ଷାରେ ଉଦ୍ଧବ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଛନ୍ତି। ୧୬୯ ବିଧାୟକ ଉଦ୍ଧବ ସରକାରଙ୍କ…
Read More...

ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ, ୬୩% ମତଦାନ

ରାଞ୍ଚି ୩୦/୧୧: ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ମିଳିଥିବା ସୂଚନା ମୁତାବକ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୨.୮ ପ୍ରତିଶତ ମତଦାନ ହୋଇଛି । ଆଜି ଭୋଟଗ୍ରହଣ ହୋଇଥିବା ୧୩ଟି ନିର୍ବାଚନ ମଣ୍ଡଳୀ ହେଲେ…
Read More...

ଉଦ୍ଧବଙ୍କ ଲୋଭନୀୟ ଯୋଜନା ଘୋଷଣା : ଚାଷୀଙ୍କ ଋଣ ଛାଡ଼, ଟଙ୍କାଏରେ ଚିକିତ୍ସା

ମୁମ୍ବାଇ,୨୮/୧୧: ମହାରାଷ୍ଟ୍ରରେ ଉଦ୍ଧବ ଠାକ୍‌ରେ ଲୋକଙ୍କ ପାଇଁ ଲୋଭନୀୟ ଯୋଜନା ଘୋଷଣା କରିଛନ୍ତି। ଶାସନ ଆରମ୍ଭ ହେବା ପୂର୍ବରୁ ମେଣ୍ଟ ସରକାରଙ୍କ ସାମାନ୍ୟ ନ୍ୟୁନତମ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ଲୋକଙ୍କୁ…
Read More...

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦ୍ଧବ ଠାକରେ

ମୁମ୍ବାଇ,୨୮/୧୧: ଦୀର୍ଘ ୨୦ ବର୍ଷ ପରେ ମହାରାଷ୍ଟ୍ରରେ ଆଜିଠୁ ଆରମ୍ଭ ହୋଇଛି ଠାକରେ ରାଜ। ପ୍ରଥମ କରି ଠାକରେ ପରିବାରରୁ ବାଲା ସାହେବ ଠାକରେଙ୍କ ପୁଅ ଉଦ୍ଧବ ଠାକରେ ରାଜ୍ୟର ମଙ୍ଗ ସମ୍ଭାଳିଛନ୍ତି। ସରକାର ଗଠନ ନେଇ…
Read More...

କଂଗ୍ରେସ ନେତାରୁ ଲୋକ ସେବକ ପାଲଟି ଗଲେ ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ,୨୫।୧୧:କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବେ ଟୁଇଟର ଆକାଉଣ୍ଟକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ। କାରଣ ସେ କଂଗ୍ରେସ ନେତାରୁ ଏବେ ପାଲଟିଯାଇଛନ୍ତି ଲୋକ ସେବକ ଓ କ୍ରିକେଟ ପ୍ରେମୀ। ସୂଚନାଯୋଗ୍ୟ, ତାଙ୍କ…
Read More...