କ୍ୱାରେଣ୍ଟାଇନ ସେଣ୍ଟରରେ ପ୍ରବାସୀ ଓଡିଆଙ୍କ ସନ୍ଦେହଜନକ ମୃତ୍ୟୁ

20

ନୟାଗଡ : ନୟାଗଡ-ନୁଆଗାଁ ବ୍ଲକ ବାହାଡାଝୋଲା କ୍ବାରେଣ୍ଟାଇନ ସେଣ୍ଟରରେ ସୁରତ ଫେରନ୍ତା ପ୍ରବାସୀ ଓଡିଆଙ୍କ ମୃତ୍ୟୁ । ମୃତ୍ୟୁର କାରଣ ଅଷ୍ପଷ୍ଟ ଥିବା ଜଣାପଡିଛି । ମୃତକ ଜଣକ ୩୨ବର୍ଷିୟ ଭଜକୃଷ୍ଣ ବେହେରା ବୋଲି ଜଣାପଡିଛି । ଭଜକୃଷ୍ଣ ଗତ ମେ ୧୩ତାରିଖରେ ସୁରତରୁ ଓଡିଶା ଫେରି ବାହାଡାଝୋଲା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା କ୍ବାରେଣ୍ଟାଇନରେ ରହୁଥିଲେ। ହେଲେ ଆଜି ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

Comments are closed.