Browsing Category

Uncategorized

ଖରାପ ପାଗ ଯୋଗୁଁ ଜୟପୁରରେ ଓହ୍ଲାଇଲା ମୁଖ୍ୟମନ୍ତ୍ରୀଙ୍କ ବିମାନ , ବିଳମ୍ବରେ ଆରମ୍ଭ ହେବ ରାୟଗଡ଼ା ଗସ୍ତ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୭/୨: ବୁଧବାର ଦିନ ପାଗ ଖରାପ ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାତ୍ରା କରୁଥିବା ବିମାନଟି ଲାଞ୍ଜିଗଡ଼ ଠାରେ ଅବତରଣ କରି ନ ପାରିବାରୁ ଜୟପୁର ଠାରେ ଅବତରଣ କରିଛି। ସେଠାରୁ ମୁଖ୍ୟମନ୍ତ୍ରୀ ଖୁବ୍‌…
Read More...

ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଚାଣକ୍ୟ ପବ୍ଲିକ ସ୍କୁଲର ଦୀପଦାନ

ଭୁବନେଶ୍ୱର,୨୦/୨: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ଯବାନଙ୍କ ଅମର ଆତ୍ମାର ସଦ୍‌ଗତି କାମନା ଉଦ୍ଦେଶ୍ୟରେ ସହିଦନଗରସ୍ଥିତ ଚାଣକ୍ୟ ପବ୍ଲିକ ସ୍କୁଲ (କ୍ୟାମ୍ପସ୍‌-୧)ଠାରେ ବୁଧବାର…
Read More...

ହୋଟେଲ ପର୍ଯ୍ୟାବରଣ ପାଇଁ ରୋବଟ୍‌

ହୋଟେଲ୍‌ ବେଡ୍‌ର ବେଡ୍‌ସିଟ୍‌ ଦେଖିବାକୁ ସଫା ହୋଇଥିଲେ ମଧ୍ୟ ଜୀବାଣୁ କମ୍‌ ନଥାନ୍ତି । ଏହାକୁ ଧନ୍ୟରେ ରଖି ଜଣେ ଦମ୍ପତି ଛୋଟ ରୋବଟ୍‌ ନିର୍ମାଣ କରିଛନ୍ତି, ଯିଏ ହୋଟେଲ୍‌ ବେଡ୍‌ସିଟ୍‌ ସଫା କରିବ । ଏହି ରୋବଟ୍‌କୁ…
Read More...

ଭଦ୍ରକ ରାଣିତାଲରେ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜନାଥ ସିଂ

ଭଦ୍ରକ, ୧୭/୨: ଆଜି ଭଦ୍ରକ ଗସ୍ତରେ ଆସି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ପ୍ରଥମେ ଇରମ ସହିଦ ସ୍ତମ୍ଭରେ ମାଲ୍ୟାର୍ପଣ କରିବା ପରେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କୁ ଦର୍ଶନ କରିଛନ୍ତି । ଏହାପରେ…
Read More...

ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

ଭୁବନେଶ୍ୱର , ୨୩/୧ : ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୨ ତମ ଓ ବୀର ସୁରେନ୍ଦ୍ର ସାଏଙ୍କର ୨୧୧ତମ ଜୟନ୍ତୀ । ନେତାଜୀଙ୍କ ଜୟନ୍ତୀ ପାଇଁ ତାଙ୍କ ଜନ୍ମସ୍ଥାନ କଟକ ଉତ୍ସବମୁଖର ହୋଇଉଠିଛି । ଆଜି ଭୋର ସାଢେ ୪ଟାରୁ…
Read More...

ସଂସଦରେ କେନ୍ଦ୍ରକୁ ଘେରିବ ବିଜେଡ଼ି , ପୁଣି ଉଠିବ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି

ଭୁବନେଶ୍ୱର,୯/୧୨: ଗୋଟିଏ ଦିନର ବ୍ୟବଧାନ ପରେ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ । ସେଥିପାଇଁ ସଜବାଜ ଆରମ୍ଭ କରି ଦେଇଛି ରାଜ୍ୟ ବିଜେଡ଼ି । ଅଧିବେଶନରେ କେଉଁ ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ଘେରିବ ସେ ନେଇ ରଣନୀତି…
Read More...

ହକି ବିଶ୍ଵ କପ୍ : ପାକ୍ – ମାଲେସିଆ ମ୍ୟାଚ୍ ୧-୧ରେ ଡ୍ର

ଭୁବନେଶ୍ଵର,୫/୧୨: ହକି ବିଶ୍ଵ କପର ଗ୍ରୁପ ଡିରେ ପାକିସ୍ତାନ ଓ ମାଲେସିଆ ମଧ୍ୟରେ ଖେଳାଯାଇଥିବା ମହତ୍ଵପୂର୍ଣ୍ଣ ମ୍ୟାଚ୍ ୧-୧ରେ ଅମୀମାଂସିତ ରହିଛି। ଏହା ଫଳରେ ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି। ମ୍ୟାଚର ଶେଷ…
Read More...

ୟୁପିରେ ମହାମେଣ୍ଟ ହେଲେ ଏନଡିଏକୁ ଲାଗିବ ବହୁତ ବଡ଼ ଝଟକା

ନୂଆଦିଲ୍ଲୀ,୩୦/୧୧:ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ପରିମାଣ ଡିସେମ୍ବର ୧୧ରେ ଆସିବ। ଏହାକୁ ୨୦୧୯ ଲୋକସଭା ନିର୍ବାଚନର ସେମି ଫାଇନାଲ କୁହାଯାଉଛି। ଏହା ମଧ୍ୟରେ ଦେଶର ସବୁଠୁ ବଡ଼ ରାଜ୍ୟ ତଥା ରାଜନୈତିକ…
Read More...

ଦାଢ଼ିଆ ପୁରୁଷ ଲମ୍ପଟ: ସର୍ଭେ

ଦାଢ଼ିଥିବା ପୁରୁଷଙ୍କୁ ମହିଳା ଅଧିକ ପସନ୍ଦ କରନ୍ତି । ଏଭଳି ପୁରୁଷଙ୍କର ବିବାହ ପୂର୍ବରୁ ପ୍ରେମ ସମ୍ପର୍କ ରହିଥିବାବେଳେ ବିବାହ ପରେ ମଧ୍ୟ ସ୍ଥଳ ବିଶେଷରେ ଅନୈତିକ ସମ୍ପର୍କ ରହିଥାଏ । ସେମାନେ କୌଣସି ଜଣେ ମହିଳା ପାଖରେ…
Read More...

ବାଣୀବିହାରରେ ଛାତ୍ରସଂସଦ ନିର୍ବାଚନ ବନ୍ଦ

ଭୁବନେଶ୍ୱର,୨୯/୯: ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜ୍ୟରେ ଥିବା ବିଭିନ୍ନ ମହାବିଦ୍ୟାଳୟରେ ଆରମ୍ଭ ହୋଇଯାଇଛି କସରତ । ସମସ୍ତ ଛାମୁଆ ରାଜନୈତିକ ଦଳ ସେମାନଙ୍କ ଛାତ୍ର ଏବଂ ଯୁବ ନେତାଙ୍କୁ ଧରି କଲେଜ ହାତେଇବାରେ ଲାଗି…
Read More...